Marriage Controversy: ଅଡୁଆରେ ପୂର୍ବତନ ବିଧାୟକ… ସତସତିକା ବାହାହେଲେ, କହିଲେ ଫିଲ୍ମ ସୁଟିଂ

ରାଠୋର୍ ଏବେ ୟୁ-ଟର୍ଣ୍ଣ କରିଛନ୍ତି । ସେ କହିଛନ୍ତି, ଏହା କେବଳ ସିନେମା ଥିଲା । କୌଣସି ସାର୍ଟିଫିକେଟ୍ ନାହିଁ, ସିନ୍ଦୂର ନାହିଁ କି ଫୁଲମାଳ ନାହିଁ । ବାହାଘରର ଯେଉଁ ଭିଜୁଆଲ୍ ଭାଇରାଲ୍ ହେଉଛି, ତାହା ଏକ ଚଳଚ୍ଚିତ୍ରର । ଏହି ଚଳଚ୍ଚିତ୍ରର ନାଁ ହେଉଛି ‘ଭାବି ଜୀ ବିଧାୟକ ହେଁ’ ଓ ସେ ନିଜେ ତା’ର ପ୍ରଡ୍ୟୁସର ବୋଲି ସଫେଇ ଦେଇଛନ୍ତି । ତେବେ ନୋଟିସ୍ ଜାରି କରିଛି ଦଳ ।

Marriage Controversy: ଅଡୁଆରେ ପୂର୍ବତନ ବିଧାୟକ… ସତସତିକା ବାହାହେଲେ, କହିଲେ ଫିଲ୍ମ ସୁଟିଂ
Array