Meerut Murder Case: ପତିହନ୍ତା ମୁସ୍କାନ ଜେଲରେ ଥାଇ ଗର୍ଭବତୀ

ବହୁଚର୍ଚ୍ଚିତ ସୌରଭ ରାଜପୁତ ହତ୍ୟା ମାମଲା । ସ୍ୱାମୀକୁ ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି ଡ୍ରମରେ ଭର୍ତ୍ତି କରିଥିବା ମୁସ୍କାନ ଏବେ ଜେଲ୍‌ରେ ଥାଇ ଗର୍ଭବତୀ ।

Meerut Murder Case: ପତିହନ୍ତା ମୁସ୍କାନ ଜେଲରେ ଥାଇ ଗର୍ଭବତୀ
Array