Melting Glaciers: ବଦଳୁଛି ଜଳବାୟୁ; ପୃଥିବୀ ପ୍ରତି ବଢୁଛି ବରଫବନ୍ୟାର ବିପଦ

ଏବେ ପୃଥିବୀ ପାଇଁ ଏକ ବଡ ବିପଦ ସାଜିଛି  ଗ୍ଲାସିକାଲ ଲେକ ଆଉଟବର୍ଷ୍ଟ ଫ୍ଲଡ ବା GLOF  । ଯେତେବେଳେ ଗ୍ଲାସିୟର ହ୍ରଦ ହଠାତ ଏହାର ପାଣି ବନ୍ୟାଜଳ ପରି ଛାଡେ ସେତେବେଳେ ଏହାକୁ ଗ୍ଲଫ କୁହାଯାଇଥାଏ ।  ପୂର୍ବ ଗ୍ରୀନଲାଣ୍ଡରେ ଏପରି ଏକ ହିମହ୍ରଦ ବା ଗ୍ଲାସିୟର ତରଳି ଭୟଙ୍କର ବନ୍ୟା ପରିସ୍ଥିତି ସଷ୍ଟି କରିଛି । ଯାହା ବିଶ୍ୱର ଭୟଙ୍କର ବନ୍ୟା ମଧ୍ୟରୁ ଗୋଟିଏ ବୋଲି କୁହାଯାଇ ପାରିବ ।

Melting Glaciers: ବଦଳୁଛି ଜଳବାୟୁ; ପୃଥିବୀ ପ୍ରତି ବଢୁଛି ବରଫବନ୍ୟାର ବିପଦ
Array