Bengaluru Stampede: ଲାପଟପ୍ ଅଛି, ବ୍ୟାଗ ଅଛି; ସେ କିନ୍ତୁ ନାହିଁ

ଅଫିସରେ ସାଙ୍ଗମାନେ ଏବେ ମନେ ପକାଉଛନ୍ତି । କାହିଁକି ନା ତାଙ୍କ ଟେବୁଲରେ ଏବେ ବି ଠୁଆ ହୋଇଛି ତାଙ୍କର ଲାପଟପ ଓ ବ୍ୟାଗ। ହେଲେ ସେ ଆଜି ଆସିନାହାନ୍ତି ଅଫିସକୁ । ରୟାଲ ଚାଲେଞ୍ଜରସ ବେଙ୍ଗାଲୁରୁର ବିଜୟ ଉତ୍ସବରେ ଜୀବନ ହାରିଦେଇଛନ୍ତି ।

Bengaluru Stampede: ଲାପଟପ୍ ଅଛି, ବ୍ୟାଗ ଅଛି; ସେ କିନ୍ତୁ ନାହିଁ
Array