ଆମକୁ ଏଠି ଲେବର୍ କାମ କରିବାକୁ ପଡୁଛି

କଳାକାର ହେବୁ ବୋଲି ଆଶା ରଖି ଯାତ୍ରା ପାର୍ଟିରେ ଯୋଗ ଦେଇଥିଲୁ। ହେଲେ ଆମକୁ ଏଠି ଲେବର୍ କାମ କରିବାକୁ ପଡୁଛି। ହେଲେ ଦରମା ମିଳିନଥିବା ଅଭିଯୋଗ କରି ବର୍ଷିଲେ ଓଡ଼ିଶା ଯାତ୍ରା ଶ୍ରମିକ ମହାସଂଘ ! 

ଆମକୁ ଏଠି ଲେବର୍ କାମ କରିବାକୁ ପଡୁଛି
Array