Minister On Potato Crisis: ‘ସରକାରଙ୍କୁ ବଦନାମ କରିବାକୁ ତିଆରି କଲେ ଆଳୁର କୃତ୍ରିମ ଅଭାବ’

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଦେବୁ ନାହିଁ । ଏବେ ପୁଣି ଆଳୁ ଦେବାକୁ ରାଜି ହେଲେ । କାହିଁକି ଏମିତି ରାଜନୀତି କଲେ ମୁଁ ଜାଣି ନାହିଁ ।

Minister On Potato Crisis: ‘ସରକାରଙ୍କୁ ବଦନାମ କରିବାକୁ ତିଆରି କଲେ ଆଳୁର କୃତ୍ରିମ ଅଭାବ’
Array