Miss Universe Buenos Aires 2024: ୬୦ ବର୍ଷରେ ବ୍ୟୁଟି ପେଜେଣ୍ଟ ଜିତିଲେ ଆଲେଜାଣ୍ଡ୍ରା ମାରିସା ରୋଡ୍ରିଗେଜ୍
ମୁମ୍ଵାଇ ୨୮।୦୪: ୬୦ବର୍ଷୀୟା ଆଲେଜାଣ୍ଡ୍ରା ମାରିସା ରୋଡ୍ରିଗେଜ୍ ଇତିହାସ ସୃଷ୍ଟି କରିଛନ୍ତି। ଏକାଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ଜିତିଛନ୍ତି ମିସ୍ ୟୁନିଭର୍ସ ବୁଏନୋସ୍ ଆଇରେସ୍ ବିୟୁଟି ପେଜେଣ୍ଟ ଟାଇଟଲ୍ । ଗତ ବୁଧବାର ହୋଇଥିବା ପ୍ରତିଯୋଗୀତାରେ ସେ ଟାଇଟାଲ୍ ହାତେଇଛନ୍ତି। ଏହା ପରେ ସେ ମିସ୍ ଆର୍ଜେଣ୍ଟିନାରେ ଭାଗନେଇ ଜଲୱା ଦେଖାଇବେ।View this post on InstagramA post shared by Francy Lezcano (@miss.universo_buenos_aires)ଆଲେଜାଣ୍ଡ୍ରା ଆର୍ଜେଣ୍ଟିନାର ବୁଏନୋସ୍ ଆଇରେସ୍ ପ୍ରଦେଶର ରାଜଧାନୀ ଲା ପ୍ଲାଟାର। ସେ ଜଣେ ଅଭିଜ୍ଞ ଓକିଲ ତଥା ସାମ୍ବାଦିକା। ୬୦ବର୍ଷ ବୟସର ପ୍ରଥମ ମହିଳା ଭାବେ ସେ ଏହି ସମ୍ମାନଜନକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଜିତିଛନ୍ତି। ତାଙ୍କର ସୌନ୍ଦର୍ଯ୍ୟ, ଶାଳୀନତା ଏବଂ ସୁନ୍ଦର ହସ ସମସ୍ତ ଜଜ୍ଙ୍କୁ ଏବଂ ଦର୍ଶକଙ୍କୁ ଆକର୍ଷିତ କରିଥିଲା।ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ଭିଡିଓରେ ତାଙ୍କର ନିଷ୍ଠା ଆତ୍ମବିଶ୍ଵାସ ଦେଖିବାକୁ ମିଳିଛି ସେ କହିଥିଲେ ଯଦି ସେ ଏହି ପ୍ରତିଯୋଗିତା ଜିତନ୍ତି ତେବେ ସେ ମିସ୍ ୟୁନିଭର୍ସ ୱାର୍ଲ୍ଡରେ ଆର୍ଜେଣ୍ଟିନା ପତାକା ଉଡ଼ାଇବେ। ଏହି ପ୍ରତିଯୋଗିତା ୨୮ ସେପ୍ଟେମ୍ବର ୨୦୨୪ରେ ମେକ୍ସିକୋରେ ଅନୁଷ୍ଠିତ ହେବ। ଜିତିବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମୁଁ ଏହି ପ୍ରତିଯୋଗିତା ଜିତି ବେଶ୍ ଆନନ୍ଦିତ।
ମୁମ୍ଵାଇ ୨୮।୦୪: ୬୦ବର୍ଷୀୟା ଆଲେଜାଣ୍ଡ୍ରା ମାରିସା ରୋଡ୍ରିଗେଜ୍ ଇତିହାସ ସୃଷ୍ଟି କରିଛନ୍ତି। ଏକାଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ଜିତିଛନ୍ତି ମିସ୍ ୟୁନିଭର୍ସ ବୁଏନୋସ୍ ଆଇରେସ୍ ବିୟୁଟି ପେଜେଣ୍ଟ ଟାଇଟଲ୍ । ଗତ ବୁଧବାର ହୋଇଥିବା ପ୍ରତିଯୋଗୀତାରେ ସେ ଟାଇଟାଲ୍ ହାତେଇଛନ୍ତି। ଏହା ପରେ ସେ ମିସ୍ ଆର୍ଜେଣ୍ଟିନାରେ ଭାଗନେଇ ଜଲୱା ଦେଖାଇବେ।
ଆଲେଜାଣ୍ଡ୍ରା ଆର୍ଜେଣ୍ଟିନାର ବୁଏନୋସ୍ ଆଇରେସ୍ ପ୍ରଦେଶର ରାଜଧାନୀ ଲା ପ୍ଲାଟାର। ସେ ଜଣେ ଅଭିଜ୍ଞ ଓକିଲ ତଥା ସାମ୍ବାଦିକା। ୬୦ବର୍ଷ ବୟସର ପ୍ରଥମ ମହିଳା ଭାବେ ସେ ଏହି ସମ୍ମାନଜନକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଜିତିଛନ୍ତି। ତାଙ୍କର ସୌନ୍ଦର୍ଯ୍ୟ, ଶାଳୀନତା ଏବଂ ସୁନ୍ଦର ହସ ସମସ୍ତ ଜଜ୍ଙ୍କୁ ଏବଂ ଦର୍ଶକଙ୍କୁ ଆକର୍ଷିତ କରିଥିଲା।
ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ଭିଡିଓରେ ତାଙ୍କର ନିଷ୍ଠା ଆତ୍ମବିଶ୍ଵାସ ଦେଖିବାକୁ ମିଳିଛି ସେ କହିଥିଲେ ଯଦି ସେ ଏହି ପ୍ରତିଯୋଗିତା ଜିତନ୍ତି ତେବେ ସେ ମିସ୍ ୟୁନିଭର୍ସ ୱାର୍ଲ୍ଡରେ ଆର୍ଜେଣ୍ଟିନା ପତାକା ଉଡ଼ାଇବେ। ଏହି ପ୍ରତିଯୋଗିତା ୨୮ ସେପ୍ଟେମ୍ବର ୨୦୨୪ରେ ମେକ୍ସିକୋରେ ଅନୁଷ୍ଠିତ ହେବ। ଜିତିବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମୁଁ ଏହି ପ୍ରତିଯୋଗିତା ଜିତି ବେଶ୍ ଆନନ୍ଦିତ।