ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

କଣାସ ୨୩/୦୧: ସତ୍ୟବାଦୀ ଠାରେ ଓଡ଼ିଆ ଭାଷାର ଏନ୍ତୁଡ଼ି ସାଳକୁ ଓଡ଼ିଆ ବିଶ୍ୱବିଦ୍ୟଳୟ ରୂପରେ ଓଡ଼ିଶାବାସୀଙ୍କୁ ଭେଟିଦେବେ ରାଜ୍ୟସରକାର । ଆସନ୍ତାକାଲି ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ସତ୍ୟବାଦୀ ମାଟି ଚଳଚଞ୍ଚଳ ହେବା ସହିତ ଉଦଘାଟନ ପାଇଁ ଜୋରଦାର ପ୍ରସ୍ତୁତ ଚାଲିଛି। ପୁରୀ ଜିଲ୍ଲା ସତ୍ୟବାଦୀରେ ସଜେଇ ହେଉଛି ଓଡ଼ିଆ ବିଶ୍ୱ ବିଦ୍ୟାଳୟ । ବକୁଳ ବନରେ ଦୀର୍ଘ ୪ ବର୍ଷ ପୂର୍ବରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଭିର୍ତ୍ତି ସ୍ଥାପନ କରିଥିଲେ ରାଜ୍ୟ ସରକାର । ଏହାରି ଭିତରେ ପ୍ରଥମ ପର୍ଯ୍ୟୟରେ ୯ଏକର ଜମିରେ ୩୦ କୋଟି ଟଙ୍କା ବିନିମୟରେ ସମ୍ପୂର୍ଣ ହୋଇଛି ଓଡ଼ିଆ ବିଶ୍ୱବିଦ୍ୟାଳୟ । https://www.prameyanews7.com/chief-minister-will-tour-the-route-at-puri/ ସୁନ୍ଦର ଆଲୋକୀକରଣ ସୁନ୍ଦର ପରିବେଷ ସହିତ ଓଡ଼ିଆ ଭାଷା ବିକାଶର ଗାଥାକୁ ଲିପିବଦ୍ଧ ହୋଇଛି ଏହି ବିଶ୍ୱ ବିଦ୍ୟାଳୟର କାନ୍ଥ ବାଡ଼ରେ । ୨୦୨୦ରୁ ଆରମ୍ଭ ହୋଇ ୨୦୨୪ରେ ଶେଷ କରାଯାଇ ଏହି ଐତିହାସିକ ପ୍ରକଳ୍ପକୁ ଆସନ୍ତା କାଲି ଓଡିଶା ବାସୀଙ୍କୁ ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । The post ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି appe

ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

କଣାସ ୨୩/୦୧: ସତ୍ୟବାଦୀ ଠାରେ ଓଡ଼ିଆ ଭାଷାର ଏନ୍ତୁଡ଼ି ସାଳକୁ ଓଡ଼ିଆ ବିଶ୍ୱବିଦ୍ୟଳୟ ରୂପରେ ଓଡ଼ିଶାବାସୀଙ୍କୁ ଭେଟିଦେବେ ରାଜ୍ୟସରକାର । ଆସନ୍ତାକାଲି ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ସତ୍ୟବାଦୀ ମାଟି ଚଳଚଞ୍ଚଳ ହେବା ସହିତ ଉଦଘାଟନ ପାଇଁ ଜୋରଦାର ପ୍ରସ୍ତୁତ ଚାଲିଛି।

ପୁରୀ ଜିଲ୍ଲା ସତ୍ୟବାଦୀରେ ସଜେଇ ହେଉଛି ଓଡ଼ିଆ ବିଶ୍ୱ ବିଦ୍ୟାଳୟ । ବକୁଳ ବନରେ ଦୀର୍ଘ ୪ ବର୍ଷ ପୂର୍ବରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଭିର୍ତ୍ତି ସ୍ଥାପନ କରିଥିଲେ ରାଜ୍ୟ ସରକାର । ଏହାରି ଭିତରେ ପ୍ରଥମ ପର୍ଯ୍ୟୟରେ ୯ଏକର ଜମିରେ ୩୦ କୋଟି ଟଙ୍କା ବିନିମୟରେ ସମ୍ପୂର୍ଣ ହୋଇଛି ଓଡ଼ିଆ ବିଶ୍ୱବିଦ୍ୟାଳୟ ।

https://www.prameyanews7.com/chief-minister-will-tour-the-route-at-puri/

ସୁନ୍ଦର ଆଲୋକୀକରଣ ସୁନ୍ଦର ପରିବେଷ ସହିତ ଓଡ଼ିଆ ଭାଷା ବିକାଶର ଗାଥାକୁ ଲିପିବଦ୍ଧ ହୋଇଛି ଏହି ବିଶ୍ୱ ବିଦ୍ୟାଳୟର କାନ୍ଥ ବାଡ଼ରେ । ୨୦୨୦ରୁ ଆରମ୍ଭ ହୋଇ ୨୦୨୪ରେ ଶେଷ କରାଯାଇ ଏହି ଐତିହାସିକ ପ୍ରକଳ୍ପକୁ ଆସନ୍ତା କାଲି ଓଡିଶା ବାସୀଙ୍କୁ ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

The post ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି appeared first on Prameya News7.