Missile Test at Chandipur’s ITR LC-III Today, Residents Evacuated in 2.5 km Radius
ଆଜି ଚାନ୍ଦିପୁର ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ ହେବ କ୍ଷେପଣାସ୍ତ୍ର ପରୀକ୍ଷା। ଏଥିପାଇଁ ନିର୍ଦ୍ଧାରିତ ସ୍ଥାନର ସାଢ଼େ ଦୁଇ କିଲୋମିଟର ପରିଧି ଅଞ୍ଚଳର ଜନସାଧାରଣଙ୍କୁ କରାଯାଉଛି ସ୍ଥାନାନ୍ତର । #Chandipur #MissailTest #Balasor