State Targets 25 Lakh Palm Trees in Lightning-Prone Areas to Enhance Public Safety
#ବଜ୍ର_ମୃତ୍ୟୁ_ମହାବିପତ୍ତି ଚିନ୍ତା ବଢାଉଛି ବଜ୍ରପାତଜନିତ ମୃତ୍ୟୁ। ପ୍ରତିବର୍ଷ ରାଜ୍ୟରେ ବଜ୍ରାଘାତରେ ଯାଉଛି ପାଖାପଖି ୩ ଶହ ଜୀବନ। ବିଜୁଳି, ଘଡଘଡ଼ିର ପ୍ରକୋପ ହ୍ରାସ କରିବା ପାଇଁ ଅଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବ୍ୟାପକ ତାଳ ଗଛ ଲଗାଇବ
#ବଜ୍ର_ମୃତ୍ୟୁ_ମହାବିପତ୍ତି
ଚିନ୍ତା ବଢାଉଛି ବଜ୍ରପାତଜନିତ ମୃତ୍ୟୁ। ପ୍ରତିବର୍ଷ ରାଜ୍ୟରେ ବଜ୍ରାଘାତରେ ଯାଉଛି ପାଖାପଖି ୩ ଶହ ଜୀବନ। ବିଜୁଳି, ଘଡଘଡ଼ିର ପ୍ରକୋପ ହ୍ରାସ କରିବା ପାଇଁ ଅଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବ୍ୟାପକ ତାଳ ଗଛ ଲଗାଇବ