Mission Shakti Restructure Stay: ହାଇକୋର୍ଟଙ୍କ ଅଙ୍କୁଶ, ପ୍ରଭାତୀ କହିଲେ- SHG ପୁନର୍ଗଠନ ନିଶ୍ଚିତ

ମିଶନ ଶକ୍ତି ପୁନର୍ଗଠନ ସମ୍ପର୍କିତ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ ନେଇ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା । କହିଲେ, କିଛି ସମୟ ବିଳମ୍ବ ହୋଇପାରେ । କିନ୍ତୁ ମିଶନ ଶକ୍ତି ପୁନର୍ଗଠନ ନିଶ୍ଚିତ ହେବ ।

Mission Shakti Restructure Stay: ହାଇକୋର୍ଟଙ୍କ ଅଙ୍କୁଶ, ପ୍ରଭାତୀ କହିଲେ- SHG ପୁନର୍ଗଠନ ନିଶ୍ଚିତ
Array