Mithun Chakraborty's Illegal Construction: ମିଥୁନଙ୍କ ଉପରେ ହେବ ବୁଲଡୋଜର୍ ଆକ୍ସନ୍, BMC ପଠାଇଲା କାରଣ ଦର୍ଶାଅ ନୋଟିସ୍
ନଗର ନିଗମ ଅଧିକାରୀଙ୍କ ଅନୁଯାୟୀ, ନୋଟିସ୍ ପାଇବା ପରେ, ତାଙ୍କୁ ୧ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ପଡିବ । ମିଥୁନଙ୍କୁ ବୁଝାଇବାକୁ ପଡିବ ଯେ ନିର୍ମାଣ କାର୍ଯ୍ୟକୁ କାହିଁକି ଭାଙ୍ଗି ଦିଆଯିବ ନାହିଁ ।