MLA Badri Narayan Patra: ମୁଖିଆଙ୍କୁ ପୁଣି ବଦ୍ରିଙ୍କ ଟାର୍ଗେଟ୍; ବିଜେପି କହିଲା-‘ବିଜେଡି ହେଲା ତଡ଼ାଖିଆଙ୍କ ଦଳ’
ପୁଣି ବଦ୍ରିଙ୍କ ବିସ୍ଫୋରଣ। ଆମଦାନୀ ନେତା ହିଁ ବିଜେଡି ପରାଜୟର କାରଣ! ମହଙ୍ଗା ପଡିଲା ନିଜ ଦଳର ଆଶାୟୀଙ୍କୁ ଟିକେଟ୍ ନଦେବା। ଆଜି ଏଭଳି ବୟାନ ରଖି ପୁଣିଥରେ ବିଜେଡିକୁ ଟାର୍ଗେଟ କରିଛନ୍ତି ଦଳର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର।