Mobile Restriction Lifted: ନିଷ୍ପତ୍ତି ବଦଳାଇଲେ ସରକାର; ସାମ୍ବାଦିକଙ୍କ ଉପରୁ ହଟିଲା ମୋବାଇଲ କଟକଣା

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ସାମ୍ବାଦିକଙ୍କ ଉପରେ ଲଗାଯାଇଥିବା ମୋବାଇଲ କଟକଣା ହଟାଯାଇଛି। ସାମ୍ବାଦିକମାନେ ପ୍ରେସ୍ ଗ୍ୟାଲେରୀକୁ ମୋବାଇଲ ନେଇପାରିବେ। ହେଲେ ମିଡିଆ ଗ୍ୟାଲେରୀରେ ବସି ଫଟୋଗ୍ରାଫି ଓ ଭିଡିଓ ରେକର୍ଡିଂ କରିପାରିବେ ନାହିଁ।

Mobile Restriction Lifted: ନିଷ୍ପତ୍ତି ବଦଳାଇଲେ ସରକାର; ସାମ୍ବାଦିକଙ୍କ ଉପରୁ ହଟିଲା ମୋବାଇଲ କଟକଣା
Array