Modern Anxiety : କ’ଣ ଏହି ଉଦ୍ବେଗ, ଆଧୁନିକ ଜୀବନଚର୍ଯ୍ୟାରେ କାହିଁକି ବଦଳୁଛି ଏହାର ଚେହେରା ?
ମଡର୍ଣ୍ଣ ଏନଜାଇଟି ସୁକ୍ଷ୍ମ ଭାବରେ ଆସି ଆପଣଙ୍କୁ କବଳିତ କରେ, ନିରନ୍ତର ଲାଗି ରହେ ଓ ସର୍ବତ୍ର ବ୍ୟାପିଯାଏ । ଏହାର ରହିଛି ଅନେକ ଚେହେରା ଓ ନାଁ । ସେସବୁକୁ ଜାଣିବା ବୁଝିବା ସହ ସେଥିରୁ ମୁକ୍ତି ପାଇବା ପାଇଁ ପଢନ୍ତୁ ଆଜିର ବିଷୟ ।