Mohammad Yunus Resignation Threat: ବାଂଲାଦେଶରେ ରାଜନୈତିକ ଅସ୍ଥିରତା, ଇସ୍ତଫା ଦେଇ ପାରନ୍ତି ମହମ୍ମଦ ୟୁନୁସ
ଶେଖ ହସିନା ଦେଶ ଛାଡି ପଳାୟନ କରିବା ପରେ ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସଙ୍କୁ କେୟାର ଟେକର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ମିଳିଥିଲା। ତେବେ ସମସ୍ତ ରାଜନୈତିକ ଦଳଙ୍କ ପୂର୍ଣ୍ଣ ସମର୍ଥନ ନମିଳିଲେ ଇସ୍ତଫା ଦେବାକୁ ସେ ଧମକ ଦେଇଛନ୍ତି ।