Mohammed Siraj IPL 2025 Opportunity: ମହମ୍ମଦ ସିରାଜଙ୍କ ପାଇଁ କେତେ ଗୁରୁତ୍ୱ ରଖେ IPL ପ୍ରଦର୍ଶନ ?
ଆଇପିଏଲ୍ ୨୦୨୫ରେ ଚହଳ ସୃଷ୍ଟି କରିଛନ୍ତି ଗୁଜରାଟ ଟାଇଟନ୍ସର ପେସର୍ ମହମ୍ମଦ ସିରାଜ । ହ୍ୱାଇଟ୍-ବଲ୍ ଟିମ୍କୁ ପ୍ରତ୍ୟାବର୍ତ୍ତନ ଲାଗି ଲିଗ୍ର ୧୮ତମ ସିଜନ୍ ତାଙ୍କ ପାଇଁ ବଡ଼ ସୁଯୋଗ । ଏଥିରେ ସେ ଫିଟ୍ନେସ୍ ସହ ନିରନ୍ତରତା ବଜାୟ ରଖିବା ନିହାତି ଜରୁରୀ ।