Victim to Be Airlifted to Delhi AIIMS: ଦିଲ୍ଲୀ AIIMSକୁ ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା...
ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଗତକାଲି ଅପେକ୍ଷା ଉନ୍ନତି ଆସିଛି ଏବଂ ଦିଲ୍ଲୀ ଏମସରେ ତାଙ୍କୁ ଅଧିକ ଉନ୍ନତ ଚିକିତ୍ସା ମିଳିପାରିବ ବୋଲି କହିଛନ୍ତି ଭୁବନେଶ୍ବର ଏମସ୍ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ।