ଏହି କ୍ରିକେଟର୍ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ: ଜାଣନ୍ତୁ କାହିଁକି
ମୁମ୍ବାଇ,୨୯।୩: ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିସ୍ଫୋରକ ଇନିଂସ ଜରିଆରେ ଅଭିଷେକ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୧୬ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୨୭୪ ଷ୍ଟ୍ରାଇକ ହାରରେ ୨୩ ବଲ ଖେଳି ୬୩ ରନ ସଂଗ୍ରହ କରି ଥିଲେ। ସେ ମଧ୍ୟ ଏହି ଇନିଂସରେ ୩ ଚୌକା ଓ ୭ଟି ଛକା ମାରିଥିଲେ। ସେ ଟ୍ରାଭିସ ହେଡଙ୍କ ସହ ମାତ୍ର ୨୨ ବଲରେ ୬୮ ରନର […] The post ଏହି କ୍ରିକେଟର୍ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ: ଜାଣନ୍ତୁ କାହିଁକି appeared first on Dharitri Odia News.
ମୁମ୍ବାଇ,୨୯।୩: ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିସ୍ଫୋରକ ଇନିଂସ ଜରିଆରେ ଅଭିଷେକ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୧୬ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୨୭୪ ଷ୍ଟ୍ରାଇକ ହାରରେ ୨୩ ବଲ ଖେଳି ୬୩ ରନ ସଂଗ୍ରହ କରି ଥିଲେ। ସେ ମଧ୍ୟ ଏହି ଇନିଂସରେ ୩ ଚୌକା ଓ ୭ଟି ଛକା ମାରିଥିଲେ। ସେ ଟ୍ରାଭିସ ହେଡଙ୍କ ସହ ମାତ୍ର ୨୨ ବଲରେ ୬୮ ରନର ଭାଗିଦାରୀ କରି ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂକୁ ଧ୍ୱସ୍ତ କରିଥିଲେ। ଅଭିଷେକ ଶର୍ମା ଏବଂ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ମଧ୍ୟରେ ଥିବା ବନ୍ଧନ ବିଷୟରେ କିଏ ଅବଗତ ନାହିଁ। ଯୁବରାଜ ବର୍ତ୍ତମାନ ଅଭିଷେକଙ୍କୁ ଏକ ନିଆରା ପ୍ରଶଂସା କରିଛନ୍ତି।
ଯୁବରାଜ ସିଂ ଏକ୍ସରେ କ୍ଅଭିଷେକ ଶର୍ମାଙ୍କୁ ପ୍ରଶଂସା କରି ଲେଖିଥିଲେ, ଓ୍ବାଓ! ସାର୍ ଅଭିଷେକ ଓ୍ବାଓ। ବହୁତ ଭଲ ଇନିଂସ କିନ୍ତୁ କେତେ ଜବରଦସ୍ତ ସଟ ଖେଳି ଆଉଟ୍ ହୋଇଥିଲ। ଅଭିଷେକଙ୍କୁ ସ୍ବତନ୍ତ୍ର ଚପଲ ଅପେକ୍ଷା କରିଛି। ହେନ୍ରିଚ କ୍ଲାସେନ ମଧ୍ୟ ଏକ ଭଲ ଇନିଂସ ଖେଳିଥିଲେ।
ଅଭିଷେକ ମଧ୍ୟ ପଞ୍ଜାବରୁ ଆସିଛନ୍ତି, ତେଣୁ ତାଙ୍କୁ ତାଙ୍କ କ୍ୟାରିୟରରେ ଯୁବରାଜଙ୍କ ଠାରୁ ବହୁତ ସମର୍ଥନ ମିଳିଛି। ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୩-୨୪ରେ ଅଭିଷେକ ମୋଟ ୪୮୫ ରନ ସଂଗ୍ରହ କରି ଟ୍ରଫି ଜିତିବାରେ ପଞ୍ଜାବରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ସେହି ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ ପାଇଁ ସେ ଯୁବରାଜ ସିଂଙ୍କୁ ଶ୍ରେୟ ଦେଇଥିଲେ।
Waah sir Abhishek waah
great innings but what a splendid shot to get out on! Laaton ke bhoot baaton se nahi maante! Special
waiting for you now @IamAbhiSharma4
Great knock by Klassy #Klaasen! #SRHvMI #IPL2024— Yuvraj Singh (@YUVSTRONG12) March 27, 2024
The post ଏହି କ୍ରିକେଟର୍ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ: ଜାଣନ୍ତୁ କାହିଁକି appeared first on Dharitri Odia News.
great innings but what a splendid shot to get out on! Laaton ke bhoot baaton se nahi maante! Special
waiting for you now