Mohan Charan Majhi : ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ପାଖରେ ରିପୋର୍ଟ କାର୍ଡ ରଖିବେ ମୁଖ୍ୟମନ୍ତ୍ରୀ
ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ପାଖରେ ରିପୋର୍ଟ କାର୍ଡ ରଖିବେ ମୁଖ୍ୟମନ୍ତ୍ରୀ। ମନ୍ତ୍ରୀ ଏବଂ ବିଭାଗମାନଙ୍କୁ ବାର୍ଷିକ ରିପୋର୍ଟ ତିଆରି କରିବାକୁ ନିର୍ଦ୍ଦେଶ। ସରକାରଙ୍କ ସଫଳତାର ଦସ୍ତାବିଜ ପ୍ରସ୍ତୁତ କରିବାକୁ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହେବ କମିଟି। ଗ୍ରାଉଣ୍ଡ ଜିରୋକୁ ଯାଇ ରଖାଯିବ ରିପୋର୍ଟ କାର୍ଡ। କେତେ ପ୍ରତିଶ୍ରୁତି ପୂରଣ କରିଛନ୍ତି ମୋହନ ସରକାର?