Mohan Charan Majhi: ବଦଳିଲା ସିଏମଙ୍କ ବାସଭବନ ଠିକଣା; ନୂଆ ଘରକୁ ଗଲେ ମୁଖ୍ୟମନ୍ତ୍ରୀ

ଗୃହ ପ୍ରବେଶ କରିବା ପୂର୍ବରୁ ୨ଟି ଗୋମାତାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲ। ପରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ସହ ଗୃହ ପ୍ରବେଶ କରିଥିଲେ। ଜେ.ବି ପଟ୍ଟନାୟକ ଓ ଗିରିଧର ଗମାଙ୍ଗ ପରେ ଏହି ସରକାରୀ ବାସଭବନ ଖାଲି ପଡ଼ିଥିଲା। ୨୬ବର୍ଷ ହେବ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଖାଲି ପଡ଼ିଥିଲା।

Mohan Charan Majhi: ବଦଳିଲା ସିଏମଙ୍କ ବାସଭବନ ଠିକଣା; ନୂଆ ଘରକୁ ଗଲେ ମୁଖ୍ୟମନ୍ତ୍ରୀ
Array