Mohan Majhi targets BJD: ବିରୋଧୀଙ୍କୁ ଦରକାର ହଜମ ଗୋଲି: ମୁଖ୍ୟମନ୍ତ୍ରୀ
୯ ମାସରେ ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା କିସ୍ତି ମିଳିଛି। ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି କେବଳ ମହିଳାଙ୍କ ପାଇଁ ସ୍ଲୋଗାନ ଦେଉଥିଲା। ଆମେ କିନ୍ତୁ କ୍ଷମତାକୁ ଆସିବାର ୨୪ ମିନିଟରେ ଏହାକୁ ପୂରଣ କରିଛୁ। ସେମାନେ ଧାନରେ ୧୦୦ ଟଙ୍କା ବୋନସ୍ ଦେବେ କହି ଦେଲେନାହିଁ, ଆମ ସରକାର କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ୍ ସବ୍ସିଡି ଦେଉଛି।