Monsoon disappears from Odisha: ମୌସୁମୀରେ ବିରାମ ! ବଢିଲା ଗ୍ରୀଷ୍ମର ପ୍ରକୋପ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ମୌସୁମୀର ବିରାମ ପରେ ଆଜି ବୃଦ୍ଧି ପାଇଛି ତାପମାତ୍ରା । ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୭.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଆସନ୍ତା ୫ ଦିନ ଯାଏଁ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ।