Monsoon Forecast: ମୌସୁମୀ ବର୍ଷା ନେଇ IMD ଡିଜିଙ୍କ ସୂଚନା, ଜୁନରେ ସ୍ୱାଭାବିକଠାରୁ ଅଧିକ ବର୍ଷିବ

ଚଳିତ ବର୍ଷ ଆଗୁଆ ଆସିଛି ମୌସୁମୀ । ସ୍ୱାଭାବିକଠାରୁ ଅଧିକ ବର୍ଷା ହେବା ନେଇ ସୂଚନା ଦେଇଛନ୍ତି IMD ଡିଜି । ଜୁନ୍‌ରେ ୧୦୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ମେ ମାସରେ ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି ।

Monsoon Forecast: ମୌସୁମୀ ବର୍ଷା ନେଇ IMD ଡିଜିଙ୍କ ସୂଚନା, ଜୁନରେ ସ୍ୱାଭାବିକଠାରୁ ଅଧିକ ବର୍ଷିବ
Array