Multi-Influence Ground Mine Trial: ବଢ଼ିବ ଭାରତର ଯୁଦ୍ଧ କ୍ଷମତା, MIGMର ସଫଳ ପରୀକ୍ଷଣ କଲା ନୌସେନା-ଡିଆରଡିଓ
ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ଡିଆରଡିଓ ସହ ମିଳିତ ଭାବେ 'ମଲ୍ ଟି ଇନଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇନ' (MIGM)ର ସଫଳ ପରୀକ୍ଷଣ କଲା ଭାରତୀୟ ନୌସେନା । ସମୁଦ୍ର ଗର୍ଭରେ ନୌସେନାର ଶକ୍ତିକୁ ବୃଦ୍ଧି କରିବ MIGM ।