Mumbai building collapse: ଏମିତି ଆସେ ମୃତ୍ୟୁ; ମା’ ଓ ୨ ଝିଅ ଗପୁଥିବା ବେଳେ ଖସିଲା ଘରର ସ୍ଲାବ
ମୁମ୍ବାଇରେ ବଡ଼ ଅଘଟଣ ଘଟିଛି। ଖସିଲା ୩୫ ବର୍ଷ ପୁରୁଣା ବିଲଡିଂର ସ୍ଲାବ। ଏଥିରେ ୩ ପ୍ରବାସୀ ଓଡ଼ିଆଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୬ ଜଣ ଆହତ ହୋଇଛନ୍ତି। ମୁମ୍ବାଇର କଲ୍ୟାଣରେ ଏହି ଅଘଟଣ ଘଟିଛି। ମୃତକଙ୍କ ଭିତରେ ଅଛନ୍ତି ଓଡ଼ିଶାର ଗୋଟିଏ ପରିବାର ୩ ଜଣ ଓ ଆହତ ହୋଇଛନ୍ତି ଆଉ ୨ ଜଣ।