mumbai flooded with heavy rain: ଭାସୁଛି ଦେଶର ବାଣିଜ୍ୟିକ ରାଜଧାନୀ, ବର୍ଷାରେ ଉବୁଟୁବୁ ହେଉଛି ମାୟାନଗରୀ ମୁମ୍ବାଇ

ଭାସୁଛି ଦେଶର ବାଣିଜ୍ୟିକ ରାଜଧାନୀ। ଉବୁଟୁବୁ ହେଉଛି ମହାନଗରୀ ମୁମ୍ବାଇ। ଡାକ୍ତରଖାନାରେ ଛୁଟୁଛି ବର୍ଷା ଜଳ॥ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନରେ ପଶିଯାଇଛି ପାଣି। ଯିବେ ତ କୁଆଡ଼େ ଯିବେ ?

Array