Murder Attempt: ରଜରେ ରକ୍ତର ଛିଟା, ଘରୋଇ କଳହରୁ ସ୍ତ୍ରୀ ଓ ଶାଶୁଙ୍କୁ ହାଣିଦେଲେ

ରଜରେ ରକ୍ତରେ ଭିଜିଲା ଘର । ଘରୋଇ କଳହ ପାଇଁ ଶାଶୁ ଓ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି । କଟକରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

Murder Attempt: ରଜରେ ରକ୍ତର ଛିଟା, ଘରୋଇ କଳହରୁ ସ୍ତ୍ରୀ ଓ ଶାଶୁଙ୍କୁ ହାଣିଦେଲେ
Array