PM Modi Targets Congress: କଂଗ୍ରେସକୁ ଟାର୍ଗେଟ୍ କଲେ ନରେନ୍ଦ୍ର ମୋଦୀ; କହିଲେ ପାପ ଧୋଇବାରେ ସକ୍ଷମ ହୋଇପାରିବନି କଂଗ୍ରେସ

କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି ମୋଦି। କହିଛନ୍ତି, ଯେତେବେଳେ ଦେଶ ସ୍ୱାଧୀନତାର ୨୫ ବର୍ଷ ପୂରଣ କରିଥିଲା, ତା' ପରେ ସେତେବେଳେ ଆମ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇ ସମ୍ବିଧାନକୁ କୁଠାରଘାତ କରାଯାଇଥିଲା।

PM Modi Targets Congress: କଂଗ୍ରେସକୁ ଟାର୍ଗେଟ୍ କଲେ ନରେନ୍ଦ୍ର ମୋଦୀ; କହିଲେ ପାପ ଧୋଇବାରେ ସକ୍ଷମ ହୋଇପାରିବନି କଂଗ୍ରେସ
Array