Two Bus Stop in 30 meters: ସରକାର୍ କା ମାଲ୍ ଦରିଆ ମେ ଡାଲ୍...ଦୂରତା ମାତ୍ର ୩୦ ମିଟର, ଅଛି ୨ଟି ବସ୍ଷ୍ଟପ୍
ପ୍ରଶାସନର ଦୂର ଦୃଷ୍ଟିର ଅଭାବ ଯୋଗୁଁ ୧୧ ଲକ୍ଷ ଟଙ୍କା ମୂଲ୍ୟରେ ନିର୍ମିତ ଦୁଇ ଗୋଟି ବସଷ୍ଟପ କାର୍ଯ୍ୟରେ ଆସୁ ନାହିଁ l ନା ଏଠାକୁ ଯାତ୍ରୀ ଆସୁଛନ୍ତି ନା କେବେ କୌଣସି ସରକାରୀ କିମ୍ବା ବେସରକାରୀ ବସ ଅଟକି ଥାଏ l