Murder in Rayagada: ରାୟଗଡାରେ ହତ୍ୟାକାଣ୍ଡ, ପୁଅ ସହ ମିଶି ପଡ଼ୋଶୀକୁ ଟାଙ୍ଗିଆରେ ହାଣି କଲେ ହତ୍ୟା

ଚୈତନ୍ୟ ଶବର ଗତକାଲି ସକାଳେ କୌଣସି କାମରେ ଡମ୍ବସରା ଯାଇ ମଧ୍ୟାହ୍ନ ସମୟରେ ଘରକୁ ଫେରି ନିଜ ପରିବାର ସହିତ ଖାଇବାକୁ ବସିଥିବା ବେଳେ ପଡ଼ୋଶୀ ପଣ୍ଡା ଶବର ଓ ତାଙ୍କ ପୁଅ ଆସି ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲା ।

Murder in Rayagada: ରାୟଗଡାରେ ହତ୍ୟାକାଣ୍ଡ, ପୁଅ ସହ ମିଶି ପଡ଼ୋଶୀକୁ ଟାଙ୍ଗିଆରେ ହାଣି କଲେ ହତ୍ୟା
Array