Murder: କଲେଜରେ ହେଲା ବଚସା, ରାସ୍ତାରେ ବାଇକକୁ SUV ଚଢ଼ାଇ ମାରିଦେଲେ ଛାତ୍ରଙ୍କୁ
ନିଥିନ ଜଣେ ଅଫିସର ହେବାର ସ୍ୱପ୍ନ ଦେଖୁଥିଲା ଓ ଆମ ପାଇଁ ଏକ ଘର ତିଆରି କରିବାକୁ ଚାହୁଁଥିଲା। ଏବେ ଆମେ କେବଳ ତା ସ୍ମୃତି ସହିତ ବଞ୍ଚି ରହିବୁ।" ସେ ଆହୁରି କହିଛନ୍ତି ଯେ ଚନ୍ଦ୍ରୁ ଭଳି ବ୍ୟକ୍ତିଙ୍କୁ ମୁକ୍ତ ଭାବେ ଘୂରି ବୁଲିବାକୁ ଦିଆଯିବା ଉଚିତ ନୁହେ, କାରଣ ଏହା ଭବିଷ୍ୟତରେ ଆହୁରି ବିପଦ ସୃଷ୍ଟି କରିପାରେ।