ସ୍କୁଲରୁ ଫେରିବା ବେଳେ ପିଇଟି ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ .... ଗୋଡ ହାତ ସବୁକୁ ହାଣି ପକାଇଲେ ଦୁର୍ବୃତ୍ତ ..
ବଲାଙ୍ଗିର ଜିଲ୍ଲା ତଲିଉଡ଼ ଗାଁ ନିକଟରେ ଏହି ଘଟଣା ଘଟିଛି। ଆହତ ଶିକ୍ଷକ ଜଣଙ୍କ ହେଲେ ସତ୍ୟ ନାରାୟଣ ପଟେଲ। ସତ୍ୟ ନାରାୟଣ ବୁରୋମୁଣ୍ଡା ହାଇସ୍କୁଲର ପିଇଟି ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। Odisha Bhaskar is one of the state's lea
ବଲାଙ୍ଗିର ଜିଲ୍ଲା ତଲିଉଡ଼ ଗାଁ ନିକଟରେ ଏହି ଘଟଣା ଘଟିଛି। ଆହତ ଶିକ୍ଷକ ଜଣଙ୍କ ହେଲେ ସତ୍ୟ ନାରାୟଣ ପଟେଲ। ସତ୍ୟ ନାରାୟଣ ବୁରୋମୁଣ୍ଡା ହାଇସ୍କୁଲର ପିଇଟି ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି।
Odisha Bhaskar is one of the state's lea