Murder: ଧରାଇଦେଲା ଚପଲ ଓ ବୋତଲ ଠିପି, ୫ ଲକ୍ଷର ହୋଇଥିଲା ଡିଲ୍

ଶରୀରରେ କୌଣସି ଆଘାତର ଚିହ୍ନ ନଥିବାରୁ ଏମକେ ଡୋଡ୍ଡି ଥାନା ପୁଲିସ ଏହାକୁ ଆତ୍ମହତ୍ୟା ବୋଲି ଗ୍ରହଣ କରିଥିଲା। ଚନ୍ଦ୍ରକଳା କହିଥିଲେ ଯେ ଲୋକେଶଙ୍କ ଉପରେ ବହୁତ ଋଣ ଥିଲା ଏବଂ ସେ ମାନସିକ ଚାପରେ ଥିଲେ।

Murder: ଧରାଇଦେଲା ଚପଲ ଓ ବୋତଲ ଠିପି, ୫ ଲକ୍ଷର ହୋଇଥିଲା ଡିଲ୍
Array