Murderer Husband Arrested: ଲୁଚି ବୁଲୁଥିଲା ପତ୍ନୀହନ୍ତା ସ୍ୱାମୀ, ୨୩ ବର୍ଷ ପରେ ଧରା ପଡିଲା 

କର୍ଣ୍ଣାଟକର କୋପ୍ପାଲ ଜିଲ୍ଲାରେ ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କୁ ସ୍ତ୍ରୀ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି । ସେ ୨୦୦୨ରେ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିଲେ ।

Murderer Husband Arrested: ଲୁଚି ବୁଲୁଥିଲା ପତ୍ନୀହନ୍ତା ସ୍ୱାମୀ, ୨୩ ବର୍ଷ ପରେ ଧରା ପଡିଲା 
Array