ଫେବୃୟାରୀ ୨୦ରୁ ୨୩ ଯାଏଁ କଟକରେ କବାଡ଼ି ମହାକୁମ୍ଭ, ଉନ୍ମୋଚିତ ହେଲା ଥିମ୍ ସଙ୍ଗ୍

କଟକ ୧୫।୧୨: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ରେ ଖେଳାଯିବ ଜାତୀୟ ସିନିୟର୍ କବାଡି ଚାମ୍ପିଅନସିପ । ଆସନ୍ତା ଫେବୃୟାରୀ ୨୦ରୁ ୨୩ ପର୍ଯ୍ୟନ୍ତ ଏହି କବାଡି ମହାକୁମ୍ଭ କଟକରେ ଅନୁଷ୍ଠିତ ହେବ, ଯେଉଁଥିରେ ପ୍ରୋ କବାଡି ଲିଗର ଅଧିକାଂଶ ତାରକା ଖେଳାଳି ଯୋଗ ଦେବେ । ଏହି ସିନିୟର୍ ନେସନାଲ ଚାମ୍ପିଅନସିପରେ ୩୦ଟି ରାଜ୍ୟର ଟିମ୍ ସହ ପାଞ୍ଚଟି ଅଫିସିଆଲ୍ ଟିମ୍ ମଧ୍ୟ ଭାଗନେବେ ବୋଲି କବାଡି ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚାମ୍ପିଅନସିପ ପାଇଁ ଓଡ଼ିଶା କବାଡି ଆସୋସିଏସନ୍ ତିଆରି କରିଥିବା ଥିମ୍ ସଙ୍ଗ୍ କୁ ଆଜି ଉନ୍ମୋଚନ କରାଯାଇଛି।