Narendra Modi: ଜୁନ୍‌ ୨୦ରେ ଭୁବନେଶ୍ବରରେ ରୋଡ୍‌ ଶୋ’ କରିବେ PM ମୋଦି

ଭୁବନେଶ୍ୱରରେ ରୋଡ୍‌ ଶୋ କରିବା ପରେ ଅନ୍ତ୍ୟୋଦୟ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବାଣ୍ଟିବେ । ଏହାସହ ଅନେକ ନୂଆ ଯୋଜନା ଘୋଷଣା କରିବେ ପ୍ରଧାନମନ୍ତ୍ରୀ ।

Narendra Modi: ଜୁନ୍‌ ୨୦ରେ ଭୁବନେଶ୍ବରରେ ରୋଡ୍‌ ଶୋ’ କରିବେ PM ମୋଦି
Array