Nari Panda Returns: ପୁଣି ମାର୍କେଟରେ ଯାତ୍ରା କମେଡିଆନ୍ ନରି ପଣ୍ଡା; ସବୁ ଚର୍ଚ୍ଚାକୁ ପଛରେ ରଖି ପୁଣି ମାରିବେ ପାଉଡର୍
ଯାତ୍ରା ମାଲିକ ସଂଘ ନରି ପଣ୍ଡାଙ୍କୁ ବ୍ୟାନ୍ କରିଛି ଆଉ ଏହାରି ଭିତରେ ଏବେ ଯାତ୍ରା କମେଡିଆନ୍ ନରି ପଣ୍ଡା ପୁଣି ମାର୍କେଟରେ । ଯାତ୍ରା ଓଁକାରରେ ପୁଣି ଥରେ ମାରିବେ ପାଉଡର୍ କରିବେ ଅଭିନୟ।