Naveen Patnaik And VK Pandian : 'ରକ୍ଷା ହୋଇଗଲା ବିଜେଡ଼ି ହାରିଗଲା'; ବିଜେଡି ନିଆଁରେ ଘିଅ ଢାଳିଲେ ପାଟ୍ଟଶାଣୀ

'ରକ୍ଷା ହୋଇଗଲା ବିଜେଡ଼ି ହାରିଗଲା, ନଚେତ୍ ଜୟଲଳିତାଙ୍କ ଭଳି ଅବସ୍ଥା ଭୋଗିଥା'ନ୍ତେ ନବୀନ ।' ନବୀନ ପଟ୍ଟନାୟକଙ୍କୁ ପ୍ରସନ୍ନ ପାଟ୍ଟଶାଣୀଙ୍କ ସିଧା ଟାର୍ଗେଟ । ଏମିତି କି ଦିର୍ବଳତା ଅଛି ଯେ ସେ ଏବେ ବି ପାଣ୍ଡିଆନଙ୍କୁ ବଞ୍ଚାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । 

Naveen Patnaik And VK Pandian : 'ରକ୍ଷା ହୋଇଗଲା ବିଜେଡ଼ି ହାରିଗଲା'; ବିଜେଡି ନିଆଁରେ ଘିଅ ଢାଳିଲେ ପାଟ୍ଟଶାଣୀ
Array