Naveen Patnaik: ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ବଢିଲା ଚର୍ଚ୍ଚା; ବଳି ପଡ଼ିଲା କି ସମଦୂରତା ନୀତି ?
ଷ୍ଟାଲିନ୍ଙ୍କ ସଭା ପାଇଁ ସମର୍ଥନ ଦେଲେ । ଆଉ ତା ପରେ ପରେ ଦିଲ୍ଲୀ ଗଲେ । ନବୀନଙ୍କ ଏହି ମୁଭ୍ ପରେ ଏବେ ରାଜ୍ୟ ରାଜନୀତିରେ ଝଡ। ୨୦୨୪ ବିପର୍ଯ୍ୟୟ ପରେ ଜାତୀୟ ସ୍ତରରେ ନିଜ ଅସ୍ତିତ୍ବ ବଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଛି କି ବିଜେଡି।