Triple Murder in Andhra: ଆନ୍ଧ୍ରପ୍ରଦେଶରେ ୩ ଓଡ଼ିଆଙ୍କୁ ବୀଭତ୍ସ ହତ୍ୟା

ତିନି ଶାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ମାରିଦେଲା ଭିଣୋଇ । ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ସିଲେରୁ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକମାନେ ଓଡ଼ିଶାର ହୋଇଥିବା ସୂଚନା ।

Triple Murder in Andhra: ଆନ୍ଧ୍ରପ୍ରଦେଶରେ ୩ ଓଡ଼ିଆଙ୍କୁ ବୀଭତ୍ସ ହତ୍ୟା
Array