Naveen Patnaik's Health: ନେତାଙ୍କ ସ୍ୱାସ୍ଥ୍ୟକୁ ନେଇ ରାଜନୀତି, କାହିଁକି କରାଯାଉଛି ଏତେ ହାଇପ୍ ?

ବିଜେପି ସରକାର ପ୍ରଥମ ବର୍ଷ ପୂର୍ତ୍ତି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାକୁ ଭୁବନେଶ୍ୱର ଆସିଥିଲେ । ଏହାର କିଛି ସମୟ ପୂର୍ବରୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯାତ୍ରା କଲେ । ସେହି ସମୟରେ ବିମାନ ବନ୍ଦରରେ ସମର୍ଥକଙ୍କ ଭିଡ, ହୁଳହୁଳି, ବନ୍ଦାପନା ଆଦି ଚର୍ଚ୍ଚାକୁ ଆସିଥିଲା ।

Naveen Patnaik's Health: ନେତାଙ୍କ ସ୍ୱାସ୍ଥ୍ୟକୁ ନେଇ ରାଜନୀତି, କାହିଁକି କରାଯାଉଛି ଏତେ ହାଇପ୍ ?
Array