Naveen's New Team: ବିଜେଡିର ନୂଆ ଟିମ୍; ମୁହଁ ଖୋଲିଥିବା ନେତା ଆଉଟ୍, ପାଣ୍ଡିଆନା ମାର୍କାଙ୍କୁ ଥଇଥାନ
ସଭାପତି ଭାବେ ନିର୍ବାଚିତ ହେବାର ପ୍ରାୟ 15 ଦିନ ପରେ ଆଜି ନିଜ ଟିମ ଗଢିଛନ୍ତି ନବୀନ । ଗଢିଲେ ପଲିଟିକାଲ୍ ଆଫାୟାର୍ସ କମିଟି । ଅସନ୍ତୁଷ୍ଟ ବରିଷ୍ଠଙ୍କୁ କଲେ ଥଇଥାନ । ସଂଗଠନ ସଂପାଦକ ପଦବୀ ଉଚ୍ଛେଦ କରି ବିଦ୍ରୋହୀଙ୍କ ମନ ଜିଣିବାକୁ ପ୍ରୟାସ ।