NCBର ମୋଷ୍ଟ ୱାଣ୍ଟେଡ ନିଲୁ ପ୍ରଧାନ ଗିରଫ, ଓଡିଶାରୁ ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍‌ର ଖୋଲିବ ଗୁମର

ଭୁବନେଶ୍ବର ୩।୧୧: ଭୁବନେଶ୍ୱରରେ ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନ୍‌ସିବି ଟିମ୍ । ଗଞ୍ଜେଇ ଚାଲାଣ ମାମଲାରେ ଜଣକୁ ଉଠାଇନେଲା ଏନ୍‌ସିବି । ଗଞ୍ଜେଇ ଚାଲାଣ କେସ୍‌ରେ ନିଲୁ ପ୍ରଧାନକୁ ଉଠାଇଲା ଏନ୍‌ସିବି । ନିଲୁ ଗଞ୍ଜାମ ଅଞ୍ଚଳର । ମୁମ୍ବାଇର ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ମୁମ୍ବାଇ ଏନ୍‌ସିବିର ମୋଷ୍ଟ ୱାଣ୍ଟେଡ ଥିଲା ନିଲୁ ପ୍ରଧାନ ।ଶନିବାର ବିଳମ୍ବିତ ରାତିରେ ଗିରଫ ଗଞ୍ଜେଇ ମାଫିଆ ନିଲୁ ପ୍ରଧାନକୁ ଧରିଥିଲା ଏନ୍‌ସିବି ଟିମ୍ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା ପରେ କୋର୍ଟରେ ହାଜର କରିଥିଲା ଏନ୍‌ସିବି ।ଭୁବନେଶ୍ୱରରୁ ଧରିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଓଡିଶାରୁ ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍‌ର ଗୁମର ଖୋଲିବ । ଦୀର୍ଘ ଦିନ ହେବ ଓଡିଶାରୁ ଦିଲ୍ଲୀ ଯାଉଥିଲା ଗଞ୍ଜେଇ ।You Can Read:ବିଜେଡିର ସିନିୟର ଲିଡର କେବେ ବିଜେପି ଆଡ଼େ ଯିବାକୁ ଚାହୁଁ ନାହାନ୍ତି, ସେମାନେ କଂଗ୍ରେସ ଆଡ଼େ ଯିବାକୁ ଚାହୁଁଛନ୍ତି : ତାରା ବାହିନୀପତି

NCBର ମୋଷ୍ଟ ୱାଣ୍ଟେଡ ନିଲୁ ପ୍ରଧାନ ଗିରଫ, ଓଡିଶାରୁ ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍‌ର ଖୋଲିବ ଗୁମର

ଭୁବନେଶ୍ବର ୩।୧୧: ଭୁବନେଶ୍ୱରରେ ମୁମ୍ବାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନ୍‌ସିବି ଟିମ୍ । ଗଞ୍ଜେଇ ଚାଲାଣ ମାମଲାରେ ଜଣକୁ ଉଠାଇନେଲା ଏନ୍‌ସିବି । ଗଞ୍ଜେଇ ଚାଲାଣ କେସ୍‌ରେ ନିଲୁ ପ୍ରଧାନକୁ ଉଠାଇଲା ଏନ୍‌ସିବି । ନିଲୁ ଗଞ୍ଜାମ ଅଞ୍ଚଳର । ମୁମ୍ବାଇର ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ମୁମ୍ବାଇ ଏନ୍‌ସିବିର ମୋଷ୍ଟ ୱାଣ୍ଟେଡ ଥିଲା ନିଲୁ ପ୍ରଧାନ ।

ଶନିବାର ବିଳମ୍ବିତ ରାତିରେ ଗିରଫ ଗଞ୍ଜେଇ ମାଫିଆ ନିଲୁ ପ୍ରଧାନକୁ ଧରିଥିଲା ଏନ୍‌ସିବି ଟିମ୍ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା ପରେ କୋର୍ଟରେ ହାଜର କରିଥିଲା ଏନ୍‌ସିବି ।

ଭୁବନେଶ୍ୱରରୁ ଧରିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଓଡିଶାରୁ ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍‌ର ଗୁମର ଖୋଲିବ । ଦୀର୍ଘ ଦିନ ହେବ ଓଡିଶାରୁ ଦିଲ୍ଲୀ ଯାଉଥିଲା ଗଞ୍ଜେଇ ।


You Can Read:

ବିଜେଡିର ସିନିୟର ଲିଡର କେବେ ବିଜେପି ଆଡ଼େ ଯିବାକୁ ଚାହୁଁ ନାହାନ୍ତି, ସେମାନେ କଂଗ୍ରେସ ଆଡ଼େ ଯିବାକୁ ଚାହୁଁଛନ୍ତି : ତାରା ବାହିନୀପତି