NCC Parade Preparation:କଠିନ ପରିଶ୍ରମ କରୁଛନ୍ତି ଓଡ଼ିଶା କ୍ୟାଡେଟ୍, ଚମକେଇବେ ରାଜଧାନୀ ଦିଲ୍ଲୀ

ପରେଡ ଗ୍ରାଉଣ୍ଡରେ ଝାଳ ବୁହାଉଛନ୍ତି ବିଭିନ୍ନ ଜିଲ୍ଲାରୁ ବଛା ହୋଇ ଆସିଥିବା କ୍ୟାଡେଟ୍ ମାନେ। ଆସନ୍ତା ଜାନୁଆରୀ ୨୬ରେଦିଲ୍ଲୀରେ ରିପବ୍ଲିକ ଡେ’ ପରେଡରେ ସାମିଲ ହେବେ, ବଛା ଯାଇଥିବା ଏହି ୧୨୭ ଜଣ କ୍ୟାଡେଟ୍। ଏନେଇ ଗଲା ମାସେ ହେଲା ଭୁବନେଶ୍ୱରରେ ଅନ୍ତିମ ପର୍ଯ୍ୟାୟ ପ୍ରସ୍ତୁତିରେ ୧୦ରୁ ୧୨ ଘଣ୍ଟା ଏଇଭଳି ଜି ଜାନ୍ ଲଗାଇ ପ୍ରାକ୍ଟିସ୍ କରୁଛନ୍ତି କ୍ୟାଡେଟ୍।

NCC Parade Preparation:କଠିନ ପରିଶ୍ରମ କରୁଛନ୍ତି ଓଡ଼ିଶା କ୍ୟାଡେଟ୍, ଚମକେଇବେ ରାଜଧାନୀ ଦିଲ୍ଲୀ
Array