Neeraj Chopra Javelin Record: ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ; ଜାଭେଲିନ୍ ଥ୍ରୋରେ ୯୦ ମିଟର ପାର କଲେ

ଅଲିମ୍ପିଆନ ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ। ଦୋହା ଡାଇମଣ୍ଡ ଲିଗରେ ଆଥଲେଟ୍ ନୀରଜ ଚୋପ୍ରା ନୂଆ ରେକର୍ଡ କରିଛନ୍ତି ନୀରଜ ଚୋପ୍ରା। ଜାଭେଲିନ୍ ଥ୍ରୋରେ ୯୦ ମିଟର ପାର କରି ଇତିହରସ ରଚିଛନ୍ତି।

Neeraj Chopra Javelin Record: ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ; ଜାଭେଲିନ୍ ଥ୍ରୋରେ ୯୦ ମିଟର ପାର କଲେ
Array