NEET UG 2025 Today: ଆଜି NEET UG ପରୀକ୍ଷା, ଜାଣନ୍ତୁ କେମିତି ହୋଇଛି ପ୍ରସ୍ତୁତି
ସମସ୍ତ କେନ୍ଦ୍ରରେ ସିସିଟିଭି କ୍ୟାମେରା ସହ ସ୍କ୍ୱାଡ୍ ବ୍ୟବସ୍ଥା ହୋଇଛି । ଦେଶର ୫୦୦ ସହରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ୫,୪୫୩ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ । ଦିନ ୨ଟାରୁ ସନ୍ଧ୍ୟା ୫ଟା ଯାଏ ପରୀକ୍ଷା ଚାଲିବ ।