New Airline Rule: ବିମାନ ଯାତ୍ରା ବେଳେ ହ୍ୟାଣ୍ଡ ବ୍ୟାଗ୍ କଟକଣା, ଓଜନ ୭ କିଲୋରୁ ଅଧିକ ହେଲେ ଲାଗିବ ଡବଲ ଚାର୍ଜ

ବିମାନ ଯାତ୍ରା ଆଗରୁ ନିଜ ବ୍ୟାଗ୍ ଓଜନ ଚେକ୍ କରନ୍ତୁ । ସାଙ୍ଗରେ ନେଉଥିବା ବ୍ୟାଗରେ କେତେ କିଲୋ ସାମାନ ଅଛି । ୭ କିଲୋରୁ ଅଧିକ ହେଲେ, ଲାଗିବ ଡବଲ ଚାର୍ଜ ।

New Airline Rule: ବିମାନ ଯାତ୍ରା ବେଳେ ହ୍ୟାଣ୍ଡ ବ୍ୟାଗ୍ କଟକଣା, ଓଜନ ୭ କିଲୋରୁ ଅଧିକ ହେଲେ ଲାଗିବ ଡବଲ ଚାର୍ଜ
Array