New Aviation Rules: କମିବ ବିମାନବନ୍ଦର ପାଖ ଘର ଓ ଗଛର ଉଚ୍ଚତା; ବିଜ୍ଞପ୍ତି ଜାରି
ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ଠାରୁ ନୋଟିସ୍ ପାଇବାର ୬୦ ଦିନ ମଧ୍ୟରେ ବିମାନବନ୍ଦର ନିକଟରେ ଥିବା ଘର ଭାଙ୍ଗିବେ ମାଲିକ ଓ ଗଛର ଉଚ୍ଚତା କମାଇବେ । ଯଦି ଉଚ୍ଚତା କମାଇବାରେ ବିଫଳ ହୁଅନ୍ତି, ତାହାଲେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ।