New Pandemic Fear: WHOର ସତର୍କବାଣୀ...ଆସୁଛି ଆଉ ଏକ ମହାମାରୀ, କୋଭିଡ-୧୯ ଠାରୁ ହେବ ଆହୁରି ଭୟଙ୍କର !

ଚୀନକୁ କରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିଲେ ସୁଦ୍ଧା ଅଦୃଶ୍ୟ ମହାମାରୀର ଉତ୍ପତ୍ତି କେଉଁଠୁ ହେଲା ତାହା ଏବେ ବି ଅସ୍ପଷ୍ଟ ରହିଛି । ଏଭଳି ସ୍ଥିତିରେ ଆଗାମୀ ମହାମାରୀ କେଉଁଠାରୁ ଉତ୍ପତ୍ତି ହୋଇପାରେ ଏବଂ ମାନବ ଜାତିକୁ ସଂକ୍ରମିତ କରିପାରେ, ତାକୁ ନେଇ ମଧ୍ୟ ଗବେଷଣା ଜାରି ରହିଛି । ପରବର୍ତ୍ତୀ ମହାମାରୀ ହୁଏତ ଇବୋଲା ଓ କୋଭିଡ୍ ଭଳି ହୋଇପାରେ ବୋଲି ଅନୁମାନ କରୁଛନ୍ତି ବହୁ ବିଶେଷଜ୍ଞ । ଅର୍ଥାତ୍ ଏହା କୌଣସି ଅନ୍ୟ ଜୀବଜନ୍ତୁ ଠାରୁ ମଣିଷକୁ ବ୍ୟାପିପାରେ ।

New Pandemic Fear: WHOର ସତର୍କବାଣୀ...ଆସୁଛି ଆଉ ଏକ ମହାମାରୀ, କୋଭିଡ-୧୯ ଠାରୁ ହେବ ଆହୁରି ଭୟଙ୍କର !
Array